or_tn/luk/09/35.md

974 B

Then a voice came out of the cloud

ଏହା ବୁଝାପଡେ ଯେ ସେହି ବାଣୀ କେବଳ ଈଶ୍ୱରଙ୍କ ହୋଇଥିବ I ବିକଳ୍ପ ଅନୁବାଦ: “ଈଶ୍ୱର ସେମାନଙ୍କୁ ମେଘ ମଧ୍ୟରୁ କଥା କହିଲେ” (ଦେଖ: rc://*/ta/man/translate/figs-explicit)

Son

ଏହା ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କ ନିମନ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

the one who is chosen

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏ ଆମ୍ଭର ମନୋନୀତ” ବା “ମୁଁ ତାଙ୍କୁ ମନୋନୀତ କରିଛି”(ଦେଖ: rc://*/ta/man/translate/figs-activepassive)