or_tn/luk/09/23.md

2.1 KiB

he said

ଯୀଶୁ କହିଲେ

to them all

ଏହା ଯୀଶୁଙ୍କ ସହିତ ଥିବା ଶିଷ୍ୟମାନଙ୍କୁ ସୂଚାଇଥାଏ I

come after me

ମୋହର ଅନୁଗାମୀ ହୁଅ I ଯୀଶୁଙ୍କ ପଛେ ପଛେ ଆସିବା ତାଙ୍କର ଅନ୍ୟତମ ଜଣେ ଶିଷ୍ୟ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋହର ଶିଷ୍ୟ ହୁଅ” ବା “ମୋହର ଶିଷ୍ୟମାନଙ୍କ ମଧ୍ୟରେ ଜଣେ ହୁଅ” (ଦେଖ: rc://*/ta/man/translate/figs-metaphor)

he must deny himself

ସେ ନିଜର ଅଭିଳାଷଗୁଡିକର ବଶରେ ରହିବା ଆଦୌ ଉଚିତ ନୁହେଁ ବା “ନିଶ୍ଚୟ ତାଙ୍କ ନିଜର ଅଭିଳାଷଗୁଡିକୁ ପରିତ୍ୟାଗ କରିବାକୁ ହେବ”

take up his cross daily and follow me

ପ୍ରତିଦିନ ଆପଣା କ୍ରୁଶ ବହନ କରିବ ଏବଂ ମୋ’ର ଅନୁଗମନ କରିବ I କ୍ରୁଶ, ଦୁଃଖଭୋଗ ଓ ମୃତ୍ୟୁକୁ ବୁଝାଏ I କ୍ରୁଶ ବହନ କରିବାର ଅର୍ଥ ଦୁଃଖଭୋଗ ଓ ମୃତ୍ୟୁବରଣ କରିବାକୁ ଇଚ୍ଛୁକ ହେବା I ବିକଳ୍ପ ଅନୁବାଦ: “ଦୁଃଖଭୋଗ ଓ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ପ୍ରତିଦିନ ନିଶ୍ଚୟ ମୋହର ଆଜ୍ଞାବହ ହେବ” (ଦେଖ: rc://*/ta/man/translate/figs-metonymy)

follow me

ଏଠାରେ ଯୀଶୁଙ୍କ ଅନୁଗାମୀ ହେବାର ଅର୍ଥ ତାଙ୍କର ଆଜ୍ଞାବହ ହେବା I ବିକଳ୍ପ ଅନୁବାଦ: “ମୋ’ର ଆଜ୍ଞାବହ ହୁଅ” (ଦେଖ: rc://*/ta/man/translate/figs-metaphor)

follow me

ମୋ’ସହିତ ଯିବା ବା “ମୋହର ଅନୁଗମନ କରିବା ଆରମ୍ଭ କର ଓ ମୋହର ଅନୁଗମନ କରିଚାଲ”