or_tn/luk/09/22.md

1.9 KiB

The Son of Man must suffer many things

ଲୋକମାନେ ମନୁଷ୍ୟପୁତ୍ରଙ୍କୁ ଅତିଶୟ ଦୁଃଖଭୋଗ କରିବାକୁ ଦେବେ

The Son of Man ... and he will be killed

ଯୀଶୁ ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର ...ଏବଂ ମୁଁ” (ଦେଖ: rc://*/ta/man/translate/figs-123person)

be rejected by the elders and chief priests and scribes

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପ୍ରାଚୀନମାନେ, ପ୍ରଧାନ ଯାଜକମାନେ, ଏବଂ ଶାସ୍ତ୍ରୀମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ” (ଦେଖ: rc://*/ta/man/translate/figs-activepassive)

he will be killed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ବଧ କରିବେ” (ଦେଖ: rc://*/ta/man/translate/figs-activepassive)

on the third day

ତାଙ୍କର ମୃତ୍ୟୁର ତିନି ଦିନ ଉତ୍ତାରେ ବା “ତାଙ୍କର ମୃତ୍ୟୁ ପରେ ତୃତୀୟ ଦିନରେ” (ଦେଖ: rc://*/ta/man/translate/translate-ordinal)

be raised

ସେ ... ପୁନର୍ଜୀବିତ କରାଯିବେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର...ତାଙ୍କୁ ପୁନର୍ବାର ଜୀବିତ କରିବେ” ବା “ସେ ପୁନର୍ବାର...ଜୀବିତ ହେବେ” (ଦେଖ: rc://*/ta/man/translate/figs-activepassive)