or_tn/luk/09/18.md

1.4 KiB

Connecting Statement:

ଯୀଶୁ ପ୍ରାର୍ଥନା କରୁଛନ୍ତି, କେବଳ ତାଙ୍କର ଶିଷ୍ୟମାନେ ପାଖରେ ଅଛନ୍ତି, ଏବଂ ସେମାନେ ଯୀଶୁ କିଏ ବୋଲି କଥାବାର୍ତ୍ତା କରିବା ଆରମ୍ଭ କଲେ I ଯୀଶୁ ସେମାନଙ୍କୁ କହିଲେ ଯେ ସେ ଶୀଘ୍ର ମୃତ୍ୟୁବରଣ କରିବେ ଓ ପୁନରୁତଥିତ ହେବେ ପୁଣି ତାଙ୍କର ଅନୁସରଣ କରିବାକୁ ସେ ସେମାନଙ୍କୁ ଅନୁରୋଧ କଲେ, ଯଦିଓ ସେମାନଙ୍କ ନିମନ୍ତେ ପାଳନ କରିବା ଏହା କଷ୍ଟକର ହୋଇପାରେ I

It came about that

ଏହି ବାକ୍ୟାଂଶ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏହି ସ୍ଥାନରେ ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/writing-newevent)

praying by himself

ଏକୁଟିଆ ପ୍ରାର୍ଥନା କରୁଛନ୍ତି I ଶିଷ୍ୟମାନେ ଯୀଶୁଙ୍କ ସହିତରେ ଅଛନ୍ତି, କିନ୍ତୁ ସେ ବ୍ୟକ୍ତିଗତ ଓ ଗୁପ୍ତ ଭାବରେ ନିଜେ ପ୍ରାର୍ଥନା କରୁଛନ୍ତି I