or_tn/luk/09/10.md

1.2 KiB

Connecting Statement:

ଯଦିଓ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଫେରିଲେ ଓ ବେଥସାଇଦାକୁ ଏକତ୍ର ସମୟ କାଟିବା ପାଇଁ ସେମାନେ ଗଲେ, ଜନତାର ଭିଡ ସୁସ୍ଥତା ପାଇବାକୁ ଓ ତାଙ୍କର ଶିକ୍ଷା ଶୁଣିବାକୁ ଯୀଶୁଙ୍କ ପଛେ ପଛେ ଅନୁସରଣ କଲେ I ସେମାନେ ଘରକୁ ଫେରିବା ବେଳେ ସେମାନଙ୍କୁ ରୋଟୀ ଓ ମାଛ ଖାଇବାକୁ ଦେବାପାଇଁ ଯୀଶୁ ଏକ ଆଶ୍ଚର୍ଯ୍ୟକର୍ମ ସାଧନ କରନ୍ତି I

When the apostles returned

ଯୀଶୁ ଯେଉଁଠାରେ ଥିଲେ ପ୍ରେରିତମାନେ ସେହି ସ୍ଥାନକୁ ଫେରି ଆସିଲେ

everything they had done

ସେମାନେ ଅନ୍ୟ ନଗରଗୁଡିକକୁ ଯାଇ ଦେଇଥିବା ଶିକ୍ଷା ଓ କରିଥିବା ସୁସ୍ଥତାର କାର୍ଯ୍ୟକୁ ଏହା ସୂଚାଇଥାଏ I

Bethsaida

ଏହା ଏକ ନଗରର ନାମ I (ଦେଖ: rc://*/ta/man/translate/translate-names)