or_tn/luk/09/09.md

1.0 KiB

I beheaded John, but who is this

ହେରୋଦ ମନେ ମନେ ଧରି ନେଲେ ଯେ, ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବା ଯୋହନଙ୍କ ପକ୍ଷରେ ଅସମ୍ଭବ ଅଟେ I ବିକଳ୍ପ ଅନୁବାଦ: “ଏହା ଯୋହନ ହୋଇ ନ ପାରନ୍ତି କାରଣ ମୁଁ ତାଙ୍କର ମୁଣ୍ଡ କାଟିଥିଲି I ତେଣୁ ଏହି ବ୍ୟକ୍ତି କିଏ ଅଟେ” (ଦେଖ: rc://*/ta/man/translate/figs-explicit)

I beheaded John

ହେରୋଦଙ୍କ ସୈନ୍ୟମାନେ ହୁଏତ ଏହି ଦଣ୍ଡବିଧାନକୁ କାର୍ଯ୍ୟକାରୀ କରିଥିଲେ I ବିକଳ୍ପ ଅନୁବାଦ: “ଯୋହନଙ୍କ ମୁଣ୍ଡ କାଟିବା ନିମନ୍ତେ ମୁଁ ମୋହର ସୈନ୍ୟମାନଙ୍କୁ ଆଜ୍ଞା ଦେଇଥିଲି” (ଦେଖ: rc://*/ta/man/translate/figs-explicit)