or_tn/luk/09/05.md

950 B

Wherever they do not receive you, when you go out

ଯେଉଁ ନଗରର ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ ନ କରନ୍ତି ସେଠାରେ ତୁମ୍ଭେମାନେ ଏହା କରିବା ଉଚିତ: ତୁମ୍ଭେମାନେ ପ୍ରସ୍ଥାନ କଲାବେଳେ

shake off the dust from your feet as a testimony against them

“ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡି ପକାଇବା” ବିଷୟ ସେହି ସଂସ୍କୃତିରେ ଦୃଢ଼ ପ୍ରତ୍ୟାଖ୍ୟାନର ଏକ ଅଭିବ୍ୟକ୍ତି ଥିଲା I ଏହା ଦର୍ଶାଇଲା ଯେ ସେମାନେ ଏପରିକି ଚାହୁଁ ନ ଥିଲେ ଯେ ସେହି ନଗରର ଧୂଳି ବି ସେମାନଙ୍କ ଉପରେ ରହୁ I (ଦେଖ: rc://*/ta/man/translate/translate-symaction )