or_tn/luk/08/55.md

653 B

her spirit returned

ତାହାର ଆତ୍ମା ତାହା କତିକି ଫେରି ଆସିଲା I ଯିହୂଦୀମାନେ ବୁଝିଲେ ଯେ ଜଣେ ବ୍ୟକ୍ତି ନିକଟକୁ ଆତ୍ମା ଫେରି ଆସିବା ଫଳରେ ଜୀବନ ଆସିଥାଏ I ବିକଳ୍ପ ଅନୁବାଦ: “ସେ ପୁନର୍ବାର ପ୍ରଶ୍ୱାସ ନେବା ଆରମ୍ଭ କଲା” ବା “ସେ ଜୀବନକୁ ଫେରି ଆସିଲା” ବା “ସେ ପୁନର୍ବାର ଜୀବିତ ହେଲା” (ଦେଖ: rc://*/ta/man/translate/figs-explicit)