or_tn/luk/08/52.md

4 lines
671 B
Markdown

# all were mourning and wailing for her
ସେହି ସଂସ୍କୃତିରେ ଶୋକ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏହା ସ୍ୱାଭାବିକ ଶୈଳୀ ଅଟେ I ବିକଳ୍ପ ଅନୁବାଦ: “ସେଠାରେ ଥିବା ସମସ୍ତ ଲୋକମାନେ ପ୍ରଦର୍ଶନ କରୁଥିଲେ ଯେ ସେମାନେ କେତେ ଦୁଃଖିତ ଥିଲେ ଏବଂ ସେମାନେ ଉଚ୍ଚସ୍ୱରରେ ରୋଦନ କରୁଥିଲେ କାରଣ ଝିଅଟି ମରିଯାଇଥିଲI” (ଦେଖ: [[rc://*/ta/man/translate/figs-explicit]])