or_tn/luk/08/46.md

8 lines
1.1 KiB
Markdown

# Someone did touch me
ଭିଡର ଆକସ୍ମିକ ସ୍ପର୍ଶଠାରୁ ଏହି ଉଦ୍ଦେଶ୍ୟ ପ୍ରଣୋଦିତ “ସ୍ପର୍ଶ” ମଧ୍ୟରେ ପ୍ରଭେଦ ଦେଖାଇବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: କେହି ଜଣେ ଇଚ୍ଛାକୃତ ଭାବରେ ମୋତେ ଛୁଇଁଲା” (ଦେଖ: [[rc://*/ta/man/translate/figs-explicit]] )
# I know that power has gone out from me
ଯୀଶୁ ଶକ୍ତି ହରାଇଲେ ନାହିଁ କି ଦୁର୍ବଳ ହେଲେ ନାହିଁ, କିନ୍ତୁ ତାଙ୍କର ଶକ୍ତି ସେହି ସ୍ତ୍ରୀକୁ ସୁସ୍ଥ କଲା I ବିକଳ୍ପ ଅନୁବାଦ: “ମୁଁ ଜାଣେ ଯେ ମୋ’ ଭିତରୁ ସୁସ୍ଥକାରୀ ଶକ୍ତି ନିର୍ଗତ ହୋଇ ବାହାରକୁ ଗଲା” ବା “ମୁଁ ଅନୁଭବ କଲି ଯେ ମୋର ଶକ୍ତି କାହାକୁ ସୁସ୍ଥ କରିଛି” (ଦେଖ: [[rc://*/ta/man/translate/figs-explicit]])