or_tn/luk/08/45.md

862 B

the crowds of people ... are pressing against you

ଏହା କହିବା ଦ୍ୱାରା ପିତର ଇଙ୍ଗିତ କରୁଥିଲେ ଯେ କେହି ବି ଯୀଶୁଙ୍କୁ ସ୍ପର୍ଶ କରି ପାରିଥିବ I ଏହି ଅନ୍ତର୍ନିହିତ ତଥ୍ୟକୁ ଯଦି ଆବଶ୍ୟକ ହୁଏ, ତେବେ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେଠାରେ ଅନେକ ଲୋକ ତୁମର ଚାରିଆଡେ ଘେରି ରହିଛନ୍ତି ଏବଂ ତୁମ ଉପରେ ମାଡି ପଡୁଛନ୍ତି, ତେଣୁ ସେମାନଙ୍କ ମଧ୍ୟରୁ କେହି ଜଣେ ହୁଏତ ତୁମକୁ ସ୍ପର୍ଶ କରିଥିବ” (ଦେଖ: rc://*/ta/man/translate/figs-explicit)