or_tn/luk/08/29.md

1.2 KiB

many times it had seized him

ଅନେକ ସମୟରେ ଏହା ଲୋକକୁ ନିୟନ୍ତ୍ରଣ କରିଥିଲା ବା “ଅନେକ ସମୟରେ ଏହା ତା’ ଭିତରକୁ ଯାଇଥିଲା” ଏହା କୁହେ ଯେ ଯୀଶୁ ଲୋକକୁ ଭେଟିବା ପୂର୍ବରୁ ଭୂତ ଅନେକ ଥର କ’ଣ କରିସାରିଥିଲା I

though he was bound ... and kept under guard

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯଦିଓ ଲୋକମାନେ ତାକୁ ଜଞ୍ଜିରରେ ଓ ବେଡିରେ ବାନ୍ଧୁଥିଲେ ଓ ତାକୁ ଜଗି ରହୁଥିଲେ” (ଦେଖ: rc://*/ta/man/translate/figs-activepassive )

he would be driven by the demon

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଭୂତ ତାକୁ ଚାଲିଯିବା ପାଇଁ ଚାଳିତ କରୁଥିଲା” (ଦେଖ: rc://*/ta/man/translate/figs-activepassive )