or_tn/luk/08/25.md

1.5 KiB

Where is your faith?

ଯୀଶୁ ସେମାନଙ୍କୁ ମୃଦୁ ଭାବରେ ଭର୍ସନା କଲେ କାରଣ ସେମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ଯେ ସେ ସେମାନଙ୍କର ଯତ୍ନ ନେବେ I ଏହାକୁ ଏକ ବକ୍ତବ୍ୟ ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ବିଶ୍ୱାସ କରିବା ଉଚିତ ଥିଲା !” ବା “ମୋତେ ତୁମ୍ଭେମାନେ ବିଶ୍ବାସ କରିବା ଉଚିତ !” (ଦେଖ: rc://*/ta/man/translate/figs-rquestion )

Who then is this ... obey him?

ଏ କିପ୍ରକାର ବ୍ୟକ୍ତି ଅଟନ୍ତି ... ଆଜ୍ଞା ପାଳନ କରନ୍ତି? ଏହି ପ୍ରଶ୍ନ ଚକିତ ହେବା ଓ ଦ୍ୱନ୍ଦରେ ପଡିବା ବିଷୟକୁ ପ୍ରକାଶ କରେ ଯେ କିପରି ଯୀଶୁ ଝଡକୁ ନିୟନ୍ତ୍ରଣ କରିପାରନ୍ତି I (ଦେଖ: rc://*/ta/man/translate/figs-rquestion )

Who then is this, that he commands ... obey him?

ଏହା ଦୁଇଟି ବାକ୍ୟରେ ପରିଣତ ହୋଇପାରିବ: “ଏହି ବ୍ୟକ୍ତି ତେବେ କିଏ ?ସେ ଆଜ୍ଞା ଦିଅନ୍ତି... ତାଙ୍କୁ ମାନନ୍ତି !”