or_tn/luk/08/21.md

911 B

My mother and my brothers are those who hear the word of God and do it

ଏହି ରୂପକ ପ୍ରକାଶ କରେ ଯେ ଯେଉଁ ଲୋକମାନେ ଯୀଶୁଙ୍କ କଥା ଶୁଣିବାକୁ ତାଙ୍କ ନିକଟକୁ ଆସୁଥିଲେ ସେମାନେ ଯୀଶୁଙ୍କ ନିଜ ପରିବାରର ଲୋକମାନଙ୍କ ପରି ସମାନ ମହତ୍ତ୍ଵପୂର୍ଣ୍ଣ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ଏହା ପାଳନ କରନ୍ତି, ସେମାନେ ମୋ’ ପ୍ରତି ଜଣେ ମାଆ ବା ଭାଇମାନଙ୍କ ପରି ଅଟନ୍ତି” (ଦେଖ: rc://*/ta/man/translate/figs-metaphor)

the word of God

ଈଶ୍ୱର କହିଥିବା ସମ୍ବାଦ