or_tn/luk/08/18.md

2.4 KiB

to whoever has, more will be given to him

ପୂର୍ବାପର ପ୍ରସଙ୍ଗରୁ ଏହା ସ୍ପଷ୍ଟ ଯେ ଯୀଶୁ ବୁଝିପାରିବା ଶକ୍ତି ଓ ବିଶ୍ୱାସ ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି I ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ ଏବଂ ସକ୍ରିୟ ରୂପକୁ ପରିବର୍ତ୍ତିତ କରାଯାଇ ପାରିଵ I ବିକଳ୍ପ ଅନୁବାଦ: “ଯାହାର ବୁଝିବାର ଶକ୍ତି ଅଛି ତାହାକୁ ଅଧିକ ବୁଝିବା ନିମନ୍ତେ ଶକ୍ତି ପ୍ରଦାନ କରାଯିବ” ବା “ଯେଉଁମାନେ ସତ୍ୟକୁ ବିଶ୍ୱାସ କରନ୍ତି ଈଶ୍ୱର ସେମାନଙ୍କୁ ଆହୁରି ଅଧିକ ବୁଝିପାରିବା ଶକ୍ତି ପ୍ରଦାନ କରିବେ” (ଦେଖ:[[rc:///ta/man/translate/figs-ellipsis]] ଓ [[rc:///ta/man/translate/figs-activepassive]])

but whoever does not have ... will be taken away from him

ପୂର୍ବାପର ପ୍ରସଙ୍ଗରୁ ଏହା ସ୍ପଷ୍ଟ ଯେ ଯୀଶୁ ବୁଝିପାରିବା ଶକ୍ତି ଓ ବିଶ୍ୱାସ ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି I ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ ଏବଂ ସକ୍ରିୟ ରୂପକୁ ପରିବର୍ତ୍ତିତ କରାଯାଇ ପାରିଵ I ବିକଳ୍ପ ଅନୁବାଦ: “କିନ୍ତୁ ଯାହାର ବୁଝିପାରିବା ଶକ୍ତି ନାହିଁ ସେ ଏପରିକି ନିଜର ଯାହା ବୁଝିବା ଶକ୍ତି ଅଛି ବୋଲି ମନେ କରେ, ତାହା ମଧ୍ୟ ହରାଇବ” ବା “କିନ୍ତୁ ଯେଉଁମାନେ ସତ୍ୟକୁ ବିଶ୍ୱାସ କରନ୍ତି ନାହିଁ, ଈଶ୍ୱର ଏପରି କାର୍ଯ୍ୟ କରିବେ ଯେ ସେମାନେ ଯାହା ବୁଝିଛନ୍ତି ବୋଲି ମନେ କରନ୍ତି ସେହି ଅଳ୍ପ ବିଷୟ ମଧ୍ୟ ବୁଝିପାରିବେ ନାହିଁ” (ଦେଖ: [[rc:///ta/man/translate/figs-ellipsis]] ଓ [[rc:///ta/man/translate/figs-activepassive]] )