or_tn/luk/08/12.md

2.9 KiB

The ones along the path are

ବାଟ ପାଖରେ ପଡିଥିବା ବୀଜଗୁଡିକ ତାହାସବୁ ଅଟେ I ଯୀଶୁ କହନ୍ତି ଯେ ଯେତେବେଳେ ବୀଜଗୁଡିକୁ ଲୋକମାନଙ୍କ ସହିତ ସମ୍ପୃକ୍ତ କରାଯାଏ ତେବେ କ’ଣ ଘଟେ I ବିକଳ୍ପ ଅନୁବାଦ: ""ବାଟ ପାଖରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” ବା “ଦୃଷ୍ଟାନ୍ତରେ, ବାଟ ପାଖରେ ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” (ଦେଖ : rc://*/ta/man/translate/figs-metonymy)

are those who

ଯୀଶୁ ଲୋକମାନଙ୍କ ବିଷୟରେ ଦର୍ଶାଇ ବୀଜଗୁଡିକ ସମ୍ପର୍କରେ କହନ୍ତି ଯେ ସତେ ଯେପରି ବୀଜଗୁଡିକ ଲୋକମାନେ ଅଟନ୍ତି I ବିକଳ୍ପ ଅନୁବାଦ: “ଲୋକମାନଙ୍କ ପ୍ରତି କ’ଣ ଘଟେ ତାହା ଦର୍ଶାଅ”(ଦେଖ: rc://*/ta/man/translate/figs-metonymy)

the devil comes and takes away the word from their hearts

ଏହି ସ୍ଥାନରେ “ହୃଦୟଗୁଡିକ"" ଲୋକମାନଙ୍କର ମନ ବା ଅନ୍ତସ୍ଥ ବ୍ୟକ୍ତିତ୍ଵକୁ ବୁଝାଏ I ବିକଳ୍ପ ଅନୁବାଦ: “ଶୟତାନ ଆସେ ଏବଂ ସେମାନଙ୍କ ଅନ୍ତରସ୍ଥ ଚିନ୍ତାଧାରାଗୁଡିକ ମଧ୍ୟରୁ ଈଶ୍ୱରଙ୍କ ସମ୍ବାଦ ହରଣ କରିନିଏ” (ଦେଖ: rc://*/ta/man/translate/figs-metonymy )

takes away

ଦୃଷ୍ଟାନ୍ତରେ ଏହା ଏକ ରୂପକ ଅଟେ ଯେ ଗୋଟିଏ ଚଢେଇ ଆସିବ ଓ ବୀଜଗୁଡିକ ଛଡାଇ ନେବ I ତୁମ ନିଜ ଭାଷାରେ ଥିବା ଶବ୍ଦଗୁଡିକୁ ବ୍ୟବହାର କରିବା ନିମନ୍ତେ ଚେଷ୍ଟା କର ଯାହା ସେହି ଚିତ୍ରକୁ ସଂରକ୍ଷିତ କରି ରଖି ପାରିବ I (ଦେଖ: rc://*/ta/man/translate/figs-metaphor )

so they may not believe and be saved

ଏହା ଶୟତାନର ଉଦ୍ଦେଶ୍ୟ ଅଟେ I ବିକଳ୍ପ ଅନୁବାଦ: “ଯେହେତୁ ଶୟତାନ ଚିନ୍ତା କରେ, ‘ସେମାନେ ନିଶ୍ଚୟ ବିଶ୍ୱାସ ନ କରନ୍ତୁ ଏବଂ ସେମାନେ ନିଶ୍ଚୟ ରକ୍ଷାପ୍ରାପ୍ତ ନ ହେଉନ୍ତୁ’” ବା “ତେଣୁ ଏହା ହେବ ନାହିଁ ଯେ ସେମାନେ ବିଶ୍ୱାସ କରନ୍ତି ଏବଂ ଈଶ୍ୱର ସେମାନଙ୍କୁ ରକ୍ଷା କରନ୍ତି” (ଦେଖ : rc://*/ta/man/translate/figs-activepassive )