or_tn/luk/08/08.md

2.1 KiB

produced a crop

ଏକ ଫସଲ ବୃଦ୍ଧି ହେଲା ବା “ଅଧିକ ବୀଜ ବଢିଲା”

a hundred times greater

ଏହାର ଅର୍ଥ ବୁଣାଯାଇଥିବା ବୀଜଗୁଡିକର ଶହେ ଗୁଣ ଅଧିକ I (ଦେଖ: rc://*/ta/man/translate/figs-ellipsis )

Whoever has ears to hear, let him hear

ଯୀଶୁ ଗୁରୁତ୍ଵ ଆରୋପ କରନ୍ତି ଯେ ସେ ବର୍ତ୍ତମାନ ଯାହା କହିଛନ୍ତି ତାହା ମହତ୍ତ୍ଵପୂର୍ଣ୍ଣ ଅଟେ ଏବଂ ବୁଝିବା ନିମନ୍ତେ ଏବଂ ଅଭ୍ୟାସରେ ପରିଣତ କରିବା ନିମନ୍ତେ ହୁଏତ କିଛି ପ୍ରଚେଷ୍ଟାର ଦରକାର ପଡିପାରେ I ଏହି ସ୍ଥାନରେ “କର୍ଣ୍ଣ ଅଛି ଶୁଣୁ” ବାକ୍ୟାଂଶଟି ବୁଝିବା ନିମନ୍ତେ ଏବଂ ଆଜ୍ଞାବହ ହେବା ନିମନ୍ତେ ଇଚ୍ଛା କରିବାର ଭାବକୁ ବୁଝାଏ I ଯେହେତୁ ଯୀଶୁ ସିଧାସଳଖ ଭାବରେ ତାଙ୍କର ଶ୍ରୋତାମାନଙ୍କୁ କଥା କହୁଛନ୍ତି, ତୁମ୍ଭେମାନେ ହୁଏତ ଏହି ସ୍ଥାନରେ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିବା ନିମନ୍ତେ ପସନ୍ଦ କରିପାର I ବିକଳ୍ପ ଅନୁବାଦ: “ଯିଏ ଶ୍ରବଣ କରିବା ପାଇଁ ଇଚ୍ଛୁକ ସେ ଶ୍ରବଣ କରୁ” ବା “ଯିଏ ବୁଝିବା ପାଇଁ ଇଚ୍ଛୁକ ବ୍ୟକ୍ତି, ସେ ବୁଝୁ ଓ ପାଳନ କରୁ” ବା “ଯଦି ତୁମେ ଶ୍ରବଣ କରିବା ନିମନ୍ତେ ଇଚ୍ଛା କର ତେବେ ଶ୍ରବଣ କର” ବା “ଯଦି ତୁମେ ବୁଝିବା ନିମନ୍ତେ ଇଚ୍ଛା କର ତେବେ ବୁଝ ଓ ପାଳନ କର” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-123person]] )