or_tn/luk/07/47.md

1.8 KiB

I say to you

ପରବର୍ତ୍ତୀ ଉକ୍ତିର ମହତ୍ତ୍ଵକୁ ଏହା ଗୁରୁତ୍ଵ ଆରୋପ କରେ I

her sins, which were many, have been forgiven

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ତା’ର ଅନେକ ପାପସବୁ କ୍ଷମା କରିଛନ୍ତି “ (ଦେଖ: rc://*/ta/man/translate/figs-activepassive )

for she loved much

ତା’ର ପ୍ରେମ ପ୍ରମାଣସ୍ୱରୂପ ଅଟେ ଯେ ତା’ର ପାପସବୁ କ୍ଷମା ହୋଇଛି I କେତେକ ଭାଷାରେ ଆବଶ୍ୟକ ହୋଇଥାଏ ଯେ ଯାହା ପ୍ରତି “ପ୍ରେମ” ପ୍ରଦର୍ଶିତ ହୋଇଥାଏ ତାହା ବିଷୟରେ କହିବା ଉଚିତ I ବିକଳ୍ପ ଅନୁବାଦ: “ କାରଣ ଯିଏ ତାକୁ କ୍ଷମା କଲେ ସେ ତାଙ୍କୁ ବହୁତ ପ୍ରେମ କଲା” ବା “ କାରଣ ସେ ଈଶ୍ୱରଙ୍କୁ ଅତିଶୟ ପ୍ରେମ କରେ”

the one who is forgiven little

ଯାହାର ଅଳ୍ପ ବିଷୟରେ କ୍ଷମା ପ୍ରାପ୍ତି ହୋଇଛି I ଏହି ବାକ୍ୟରେ ଯୀଶୁ ଏକ ସାଧାରଣ ନୀତି ବ୍ୟକ୍ତ କରନ୍ତି I ଯାହା ବି ହେଉ, ଶିମୋନ ଏହା ବୁଝନ୍ତୁ ବୋଲି ସେ ଆଶା କରୁଥିଲେ ଯେ ସେ ଯୀଶୁଙ୍କ ନିମନ୍ତେ ଖୁବ୍ ଅଳ୍ପ ପ୍ରେମ ପ୍ରଦର୍ଶନ କରିଛନ୍ତି I (ଦେଖ: rc://*/ta/man/translate/figs-explicit )