or_tn/luk/07/46.md

1.2 KiB

You did not anoint ... but she

ଯୀଶୁ ଶିମୋନଙ୍କ ଦୁର୍ବଳ ଆତିଥ୍ୟ ଓ ସ୍ତ୍ରୀ ଲୋକର କାର୍ଯ୍ୟଗୁଡିକ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇବାରେ ଲାଗିଲେ I

anoint my head with oil

ମୋ’ ମସ୍ତକରେ ତୈଳ ଲଗାଇବା I ଜଣେ ସମ୍ମାନିତ ଅତିଥିଙ୍କୁ ସ୍ୱାଗତ କରିବା ନିମନ୍ତେ ଏହା ପ୍ରଥା ଥିଲା I ବିକଳ୍ପ ଅନୁବାଦ: “ମୋ’ ମସ୍ତକ ତୈଳରେ ଅଭିଷିକ୍ତ କରିବା ଦ୍ୱାରା ମୋତେ ସ୍ୱାଗତ କରିବା”(ଦେଖ:rc://*/ta/man/translate/figs-explicit )

anointed my feet

ସ୍ତ୍ରୀଲୋକଟି ଏହା କରିବା ଦ୍ୱାରା ଯୀଶୁଙ୍କୁ ବିଶେଷ ଭାବରେ ସମ୍ମାନିତ କଲା I ତାଙ୍କର ମସ୍ତକ ପରିବର୍ତ୍ତେ ତାଙ୍କର ପାଦଗୁଡିକ ଅଭିଷିକ୍ତ କରିବା ଦ୍ୱାରା ସେ ନମ୍ରତା ପ୍ରଦର୍ଶନ କଲା I