or_tn/luk/07/39.md

1.5 KiB

he said to himself, saying

ସେ ନିଜକୁ କହିଲେ

If this man were a prophet, then he would know ... a sinner

ଫାରୂଶୀ ଜଣକ ଭାବିଲେ ଯେ ଯୀଶୁ ଜଣେ ଭାବବାଦୀ ନୁହନ୍ତି କାରଣ ସେ ସେହି ପାପିନୀ ସ୍ତ୍ରୀକୁ ତାଙ୍କୁ ସ୍ପର୍ଶ କରିବାକୁ ଅନୁମତି ଦେଲେ I ବିକଳ୍ପ ଅନୁବାଦ: “ଦୃଶ୍ୟମାନ ଭାବରେ ଯୀଶୁ ଜଣେ ଭାବବାଦୀ ନ ଥିଲେ, କାରଣ ଜଣେ ଭାବବାଦୀ ଜାଣିପାରିବ ଯେ ତାଙ୍କୁ ସ୍ପର୍ଶ କରୁଥିବା ଏହି ସ୍ତ୍ରୀ ଜଣେ ପାପିନୀ ସ୍ତ୍ରୀ ଅଟେ”

that she is a sinner

ଶିମୋନ ମନେ ମନେ ଧରିନେଲେ ଯେ ଜଣେ ଭାବବାଦୀ ତାଙ୍କୁ ସ୍ପର୍ଶ କରିବା ନିମନ୍ତେ କଦାପି ଅନୁମତି ଦେବ ନାହିଁ I ତାଙ୍କର ମନେ ମନେ ଧାରଣା କରିବା ସମ୍ପର୍କୀୟ ଏହି ବିଷୟକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ ସେ ଜଣେ ପାପିନୀ, ଓ ସେ ତାଙ୍କୁ ସ୍ପର୍ଶ କରିବା ପାଇଁ କଦାପି ତାକୁ ଅନୁମତି ଦେବେ ନାହିଁ” (ଦେଖ: rc://*/ta/man/translate/figs-explicit )