or_tn/luk/07/36.md

1.1 KiB

General Information:

ସେ ସମୟରେ ଏହା ଏକ ପ୍ରଥା ଥିଲା ଯେ ଭୋଜନ ନ କରି ଦେଖଣାହାରୀମାନେ ଭୋଜନରେ ଯୋଗ ଦେଇପାରିବେ I

Connecting Statement:

ଜଣେ ଫାରୂଶୀ ଯୀଶୁଙ୍କୁ ତାଙ୍କ ଘରେ ଭୋଜନ କରିବାକୁ ନିମନ୍ତ୍ରଣ କରନ୍ତି

Now one of the Pharisees

ଏହା କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରେ ଏବଂ ଫାରୂଶୀକୁ କାହାଣୀ ମଧ୍ୟକୁ ପରିଚୟ କରାଏ I (ଦେଖ: [[rc:///ta/man/translate/writing-newevent]] ଏବଂ [[rc:///ta/man/translate/writing-participants]] )

he reclined at the table

ଭୋଜନ ନିମନ୍ତେ ମେଜରେ ଉପବେଶନ କଲେ I ଏହି ଭୋଜ ପରି ଏକ ଆରାମଦାୟକ ଭୋଜରେ ପ୍ରଥା ଥିଲା ଯେ ପୁରୁଷମାନେ ମେଜର ଚାରିଆଡେ ଆଉଜାଇ ବସିବେ ଓ ଭୋଜନ କରିବେ I