or_tn/luk/07/33.md

899 B

neither eating bread

ସାମ୍ଭାବ୍ୟ ଅର୍ଥଗୁଡିକ 1) “ବାରମ୍ବାର ଉପବାସ କରିବା” ବା 2) “ସାଧାରଣ ଖାଦ୍ୟ ନ ଖାଇବା I”

you say, 'He has a demon.'

ଯାହା ଲୋକମାନେ ଯୋହନଙ୍କ ବିଷୟରେ କହୁଥିଲେ ଯୀଶୁ ତାହା ଉଦ୍ଧୃତ କରିଥିଲେ I ଏହାକୁ ସିଧାସଳଖ ଉଦ୍ଧୃତି ବିନା ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କହୁଛ ଯେ ତାକୁ ଗୋଟିଏ ଭୂତ ଲାଗିଛି” ବା “ତୁମ୍ଭେମାନେ ଅଭିଯୋଗ କରୁଛ ଯେ ତାଠାରେ ଗୋଟିଏ ଭୂତ ରହିଛି” (ଦେଖ : rc://*/ta/man/translate/figs-quotations )