or_tn/luk/07/31.md

1.2 KiB

Connecting Statement:

ଯୀଶୁ ଲୋକମାନଙ୍କୁ ବାପ୍ତିଜକ ଯୋହନଙ୍କ ସମ୍ପର୍କରେ କହିବା ଜାରି ରଖିଲେ I

To what, then, can I compare ... they like?

ଏକ ତୁଳନାର ପରିଚୟ ଦେବା ପାଇଁ ଯୀଶୁ ଏହି ପ୍ରଶ୍ନଗୁଡିକୁ ବ୍ୟବହାର କରନ୍ତି I ସେଗୁଡିକୁ ଏକ ଉକ୍ତି ଭାବରେ ଲେଖିହେବ I ବିକଳ୍ପ ଅନୁବାଦ: “ ମୁଁ ଏହି ପିଢ଼ିକୁ ଏଭଳି ତୁଳନା କରେ, ଏବଂ ସେମାନେ କାହାପରି ଅଟନ୍ତି” (ଦେଖ: rc://*/ta/man/translate/figs-rquestion )

I compare ... What are they like

ଏହା ଯେ ଏକ ତୁଳନା ଅଟେ ଏହା କହିବା ପାଇଁ ଏଗୁଡ଼ିକ ଦୁଇଟି ଶୈଳୀ ଅଟନ୍ତି I (ଦେଖ: rc://*/ta/man/translate/figs-parallelism )

the people of this generation

ଯେଉଁ ସମୟରେ ଯୀଶୁ କଥା କହୁଥିଲେ ସେହି ସମୟରେ ବାସ କରୁଥିବା ଲୋକମାନେ