or_tn/luk/07/26.md

1.5 KiB

But what ... A prophet?

ଏହା ଏକ ଆସ୍ତିସୂଚକ ଉତ୍ତର ଆଡକୁ କଢାଇ ନିଏ I “ତୁମ୍ଭେମାନେ କ'ଣ ଜଣେ ଭାବବାଦୀଙ୍କୁ ଦେଖିବାକୁ ଯାଇଥିଲ ? ଅବଶ୍ୟ ତୁମେ ସେଥିପାଇଁ ଯାଇଥିଲ !” ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ପ୍ରକୃତରେ ଜଣେ ଭାବବାଦୀଙ୍କୁ ଦେଖିବାକୁ ଯାଇଥିଲ !” (ଦେଖ: rc://*/ta/man/translate/figs-rquestion )

Yes, I say to you

ଯୀଶୁ ପରବର୍ତ୍ତୀ ଯେଉଁ ବିଷୟ କହିବେ ତାହାର ମହତ୍ତ୍ଵ ଉପରେ ଗୁରୁତ୍ଵ ଦେବା ପାଇଁ ସେ ଏହା କହନ୍ତି I

more than a prophet

ଏହି ବାକ୍ୟାଂଶର ଅର୍ଥ ଯେ ଯୋହନ ଅବଶ୍ୟ ଜଣେ ଭାବବାଦୀ ଥିଲେ, କିନ୍ତୁ ସେ ଅନ୍ୟ ଯେକୌଣସି ଜଣେ ଭାବବାଦୀଙ୍କଠାରୁ ଶ୍ରେଷ୍ଠତର ଥିଲେ I ବିକଳ୍ପ ଅନୁବାଦ: “ଜଣେ ସାଧାରଣ ଭାବବାଦୀ ନ ଥିଲେ” ବା “ଜଣେ ସାଧାରଣ ଭାବବାଦୀଙ୍କଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ଥିଲେ”