or_tn/luk/07/20.md

1.2 KiB

the men said, ""John the Baptist has sent us to you to say, 'Are you ... or should we look for another?'

ଏହି ବାକ୍ୟକୁ ପୂନଃ ଲେଖାଯାଇପାରେ ଯେପରି ଏହାର କେବଳ ଏକ ମାତ୍ର ସିଧାସଳଖ ଉକ୍ତି ରହିବ I ବିକଳ୍ପ ଅନୁବାଦ: “ଲୋକମାନେ କହିଲେ ଯେ ବାପ୍ତିଜକ ଯୋହନ ତାଙ୍କୁ ପଚାରିବାକୁ ସେମାନଙ୍କୁ ପ୍ରେରଣ କରିଥିଲେ, ‘ଯାହାଙ୍କର ଆଗମନ କରିବାର ଥିଲା, ଆପଣ କି ସେହି ବ୍ୟକ୍ତି, ନା ଆମ୍ଭେମାନେ ଆଉ କାହାରି ଅପେକ୍ଷାରେ ରହିବୁ ?”’ ବା ‘ଆପଣଙ୍କୁ ପଚାରିବା ନିମନ୍ତେ ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ପ୍ରେରଣ କରିଛନ୍ତି ଯେ ଯାହାଙ୍କର ଆଗମନ କରିବାର ଥିଲା ଆପଣ କି ସେହି ବ୍ୟକ୍ତି ନା ଆମ୍ଭେମାନେ ଆଉ କାହାରି ଅପେକ୍ଷାରେ ରହିବୁ?”’ (ଦେଖ: rc://*/ta/man/translate/figs-quotations)