or_tn/luk/07/09.md

12 lines
1.4 KiB
Markdown

# he was amazed at him
ସେ ଶତସେନାପତିଙ୍କ କଥାରେ ଚମତ୍କୃତ ହେଲେ
# I say to you
ଯେଉଁ ଆଶ୍ଚର୍ଯ୍ୟଜନକ ବିଷୟ କହିବା ନିମନ୍ତେ ସେ ଉଦ୍ୟତ ଥିଲେ ତାହାକୁ ଗୁରୁତ୍ଵ ଦେବା ନିମନ୍ତେ ଯୀଶୁ ଏହା କହିଲେ I
# not even in Israel have I found such faith.
ଏହାର ନିହିତାର୍ଥ ଏହି ଯେ ଯୀଶୁ ଯିହୂଦୀ ଲୋକମାନଙ୍କଠାରୁ ଏପ୍ରକାର ବିଶ୍ୱାସ ଅପେକ୍ଷା କରୁଥିଲେ, କିନ୍ତୁ ସେମାନେ ତାହା କଲେ ନାହିଁ I ସେ ବିଜାତୀୟ ଲୋକମାନଙ୍କଠାରୁ ଏପ୍ରକାର ବିଶ୍ୱାସ ଅପେକ୍ଷା କରୁ ନ ଥିଲେ, କିନ୍ତୁ ଏହି ବ୍ୟକ୍ତି ତାହା କଲେ I ତୁମକୁ ହୁଏତ ଏହି ନିହିତ ତଥ୍ୟ ଯୋଗ କରିବା ପାଇଁ ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ମୁଁ ଏଭଳି କୌଣସି ଇସ୍ରାଏଲୀୟ ଲୋକକୁ ପାଇନାହିଁ ଯିଏ ଏହି ବିଜାତୀୟ ଲୋକ ପରି ମୋ'ଠାରେ ବିଶ୍ୱାସ କରେ !” (ଦେଖ: [[rc://*/ta/man/translate/figs-explicit]] )