or_tn/luk/07/07.md

979 B

say a word

ଦାସ ବୁଝିଥିଲା ଯେ ଯୀଶୁ କେବଳ ବାକ୍ୟ କହିବା ଦ୍ୱାରା ଦାସକୁ ସୁସ୍ତ କରିପାରିବେ I ଏଠାରେ “ବାକ୍ୟ” ଏକ ଆଜ୍ଞାକୁ ସୂଚାଏ I ବିକଳ୍ପ ଅନୁବାଦ: “କେବଳ ଆଜ୍ଞା ଦିଅନ୍ତୁ” (ଦେଖ: rc://*/ta/man/translate/figs-synecdoche )

my servant will be healed

“ଦାସ” ଭାବରେ ଯେଉଁ ଶବ୍ଦ ଏହି ସ୍ଥାନରେ ଅନୁବାଦ କରାଯାଇଛି ତାହା ସାଧାରଣତଃ, “ବାଳକ” ଭାବରେ ଅନୁବାଦ କରାଯାଏ I ଏହା ସୂଚାଏ ଯେ, ସେହି ଦାସ ଅତି ଅଳ୍ପ ବୟସର ଥିଲା ବା ଏହା ସୂଚାଏ ଯେ ତା’ପାଇଁ ଶତସେନାପତିଙ୍କର ସ୍ନେହ ପ୍ରକାଶ କରୁଥିଲା I