or_tn/luk/07/06.md

1.4 KiB

went on his way

ସାଙ୍ଗରେ ଗଲେ

When he was not far from the house

ଦୁଇଥର ନାସ୍ତିବାଚକ ବିଷୟକୁ ପୂନଃସ୍ଥାପନ କରି ହେବ I ବିକଳ୍ପ ଅନୁବାଦ: “ଘର ପାଖରେ” (ଦେଖ: rc://*/ta/man/translate/figs-doublenegatives )

do not trouble yourself

ଶତସେନାପତି ଯୀଶୁଙ୍କ ସହିତ ନମ୍ର ଭାବରେ କଥାବାର୍ତ୍ତା କରୁଥିଲେ I ବିକଳ୍ପ ଅନୁବାଦ: “ମୋ’ ଘରକୁ ଆସି ଆପଣ ନିଜକୁ କଷ୍ଟ ଦିଅନ୍ତୁ ନାହିଁ” ବା “ମୁଁ ଆପଣଙ୍କୁ ବ୍ୟତିବ୍ୟସ୍ତ କରିବା ନିମନ୍ତେ ଇଚ୍ଛା କରେ ନାହିଁ”

you would come under my roof

ଏହି ବାକ୍ୟାଂଶ ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ “ମୋ’ ଘର ଭିତରକୁ ଆସନ୍ତୁ I” ଯଦି ତୁମର ଭାଷାରେ କୌଣସି ଏକ ଋଢ଼ୋକ୍ତି ଅଛି ଯାହାର ଅର୍ଥ “ମୋ’ ଘର ମଧ୍ୟକୁ ଆସନ୍ତୁ” ତେବେ ବିଚାର କର ଯେ ତାହା ଏହି ସ୍ଥାନରେ ବ୍ୟବହାର କରିବା ଉତ୍ତମ ହେବ ନା ନାହିଁ I (ଦେଖ: rc://*/ta/man/translate/figs-idiom )