or_tn/luk/07/01.md

1.1 KiB

General Information:

ଯୀଶୁ କଫର୍ନାହୂମରେ ପ୍ରବେଶ କରନ୍ତି ଯେଉଁଠାରେ ଯୀଶୁ ଜଣେ ଶତସେନାପତିଙ୍କ ଦାସକୁ ସୁସ୍ଥ କରନ୍ତି I

in the hearing of the people

“କର୍ଣ୍ଣଗୋଚରରେ” ଋଢ଼ୋକ୍ତି ଗୁରୁତ୍ଵ ଆରୋପ କରେ ଯେ ସେ ଯାହା କହିଲେ ସେମାନେ ତାହା ଶୁଣନ୍ତୁ ବୋଲି ସେ ଇଚ୍ଛା କରୁଥିଲେ I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ତାଙ୍କ କଥା ଶୁଣୁଥିଲେ ସେମାନଙ୍କୁ” ବା “ଉପସ୍ଥିତ ଥିବା ଲୋକମାନଙ୍କ ପ୍ରତି” ବା “ଲୋକମାନଙ୍କର ଶୁଣିବା ନିମନ୍ତେ” (ଦେଖ: rc://*/ta/man/translate/figs-idiom )

he entered into Capernaum

ଏହା କାହାଣୀରେ ଏକ ନୂତନ ଘଟଣା ଆରମ୍ଭ କରେ I (ଦେଖ: rc://*/ta/man/translate/writing-newevent )