or_tn/luk/06/42.md

4 lines
628 B
Markdown

# How can you say ... your own eye?
ଯୀଶୁ ଏହି ପ୍ରଶ୍ନ ପଚାରି ଲୋକମାନଙ୍କୁ ଆହ୍ବାନ ଦିଅନ୍ତି ଯେପରି ସେମାନେ ଅନ୍ୟ ବ୍ୟକ୍ତିର ପାପଗୁଡିକ ପ୍ରତି ଧ୍ୟାନ ଦେବା ପୂର୍ବରୁ ଆପଣାମାନଙ୍କ ପାପଗୁଡିକ ପ୍ରତି ଧ୍ୟାନ ଦେବେ I ବିକଳ୍ପ ଅନୁବାଦ : “ତୁମ୍ଭେମାନେ କହିବା ଉଚିତ ନୁହେଁ...ଆଖି I” (ଦେଖ: [[rc://*/ta/man/translate/figs-rquestion]] )