or_tn/luk/06/39.md

1.6 KiB

Connecting Statement:

ଯୀଶୁ ଆପଣା କଥାକୁ ପ୍ରତିପାଦିତ କରିବା ପାଇଁ କିଛି ଉଦାହରଣମାନ ଅନ୍ତର୍ଭୁକ୍ତ କରନ୍ତି I (ଦେଖ; rc://*/ta/man/translate/figs-parables )

Can a blind person guide another blind person?

ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯେପରି ଲୋକମାନେ କିଛି କଥା ବିଷୟରେ ଚିନ୍ତା କରିବେ ଯାହା ସମ୍ପର୍କରେ ସେମାନେ ଆଗରୁ ଜାଣନ୍ତି I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଜାଣୁ ଯେ ଜଣେ ଅନ୍ଧଲୋକ ଆଉ ଜଣେ ଅନ୍ଧ ଲୋକକୁ କଢାଇ ନେଇପାରିବ ନାହିଁ” (ଦେଖ: rc://*/ta/man/translate/figs-rquestion )

blind man

ଯେଉଁ ବ୍ୟକ୍ତି “ଅନ୍ଧ” ସେ ଶିଷ୍ୟ ଭାବରେ ଶିକ୍ଷା ପ୍ରାପ୍ତ ହୋଇ ନ ଥିବା ଜଣେ ବ୍ୟକ୍ତି ନିମନ୍ତେ ଏକ ରୂପକ ଅଟେ I (ଦେଖ: rc://*/ta/man/translate/figs-metaphor)

Would both not fall into a pit?

ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଉଭୟେ ଏକ ଖାତରେ ପଡିବେ I” (ଦେଖ: rc://*/ta/man/translate/figs-rquestion )