or_tn/luk/06/32.md

726 B

what credit is that to you?

ତୁମ୍ଭେମାନେ କି ପୁରସ୍କାର ପାଇବ ? ବା “ତାହା କରିବା ନିମନ୍ତେ ତୁମ୍ଭେମାନେ କି ପ୍ରଶଂସା ପାଇବ ?” ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ସେଥିସକାଶେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ” ବା “ଈଶ୍ୱର ତୁମ୍ଭମାନଙ୍କୁ ସେଥିସକାଶେ ପୁରସ୍କୃତ କରିବେ ନାହିଁ I” (ଦେଖ: rc://*/ta/man/translate/figs-rquestion )