or_tn/luk/06/29.md

768 B

To him who strikes you

ଯଦି କେହି ତୁମ୍ଭମାନଙ୍କୁ ଆଘାତ ଦିଏ

on the one cheek

ତୁମ୍ଭମାନଙ୍କ ଗାଲର ଗୋଟିଏ ପାଖରେ

offer him also the other

ଏହା ଉଲ୍ଲେଖ କରିବା ସହାୟକ ହେବ ଯେ ଆକ୍ରମଣକାରୀ, ସେହି ବ୍ୟକ୍ତି ପ୍ରତି କ'ଣ କରିବ I ବିକଳ୍ପ ଅନୁବାଦ: ତୁମର ଗାଲ ଦେଖାଇଦିଅ ଯେପରି ସେ ଅନ୍ୟ ଗାଲକୁ ମଧ୍ୟ ଆଘାତ କରିପାରିବ” (ଦେଖ: rc://*/ta/man/translate/figs-ellipsis )

do not withhold

ନେବା ପାଇଁ ତାହାକୁ ମନା କରନାହିଁ