or_tn/luk/06/27.md

1.5 KiB

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କ ପ୍ରତି ଶିକ୍ଷା ଦେବା ଜାରି ରଖିଲେ ଏବଂ ଭିଡ ମଧ୍ୟ ତାଙ୍କ କଥା ଶୁଣୁଥିଲେ I

to you who are listening

ଯୀଶୁ ବର୍ତ୍ତମାନ କେବଳ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ବ୍ୟତୀତ ସମୁଦାୟ ଜନତାଙ୍କ ଭିଡକୁ କଥା କହିବା ଜାରି ରଖିଲେ I (ଦେଖ: rc://*/ta/man/translate/writing-participants )

love ... do good

ଏହି ପ୍ରତ୍ୟେକ ଆଜ୍ଞାଗୁଡିକୁ କେବଳ ଥରେ ମାତ୍ର ନୁହେଁ, କିନ୍ତୁ ଅନବରତ ଭାବରେ ପାଳନ କରିବା ଉଚିତ I

love your enemies

ଏହାର ଅର୍ଥ ଏହା ନୁହେଁ ଯେ ସେମାନେ କେବଳ ତାଙ୍କର ଶତୃମାନଙ୍କୁ ପ୍ରେମ କରିବେ ଏବଂ ତାଙ୍କର ବନ୍ଧୁମାନଙ୍କୁ ପ୍ରେମ କରିବେ ନାହିଁ I ଏହା କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେବଳ ତୁମ୍ଭମାନଙ୍କ ବନ୍ଧୁମାନଙ୍କୁ ନୁହେଁ, ମାତ୍ର ତୁମ୍ଭମାନଙ୍କ ଶତୃମାନଙ୍କୁ ମଧ୍ୟ ପ୍ରେମ କର” (ଦେଖ: rc://*/ta/man/translate/figs-ellipsis )