or_tn/luk/06/26.md

1.1 KiB

Woe to you

ଏହା ତୁମ୍ଭମାନଙ୍କ ନିମନ୍ତେ କେତେ ଭୟଙ୍କର ବା “ତୁମ୍ଭେମାନେ କେତେ ଦୁଃଖିତ ହେବା କଥା”

when all men speak

ଏହି ସ୍ଥାନରେ “ଲୋକସମସ୍ତେ” ଶବ୍ଦ ସମସ୍ତ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଗୋଷ୍ଠୀ ସମ୍ବନ୍ଧୀୟ ଅର୍ଥରେ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ଯେତେବେଳେ ଲୋକସମସ୍ତେ କହନ୍ତି” ବା “ଯେତେବେଳେ ପ୍ରତ୍ୟେକ ଲୋକ କହନ୍ତି” (ଦେଖ: rc://*/ta/man/translate/figs-gendernotations )

their ancestors treated the false prophets in the same way

ସେମାନଙ୍କର ପିତୃପୁରୁଷମାନେ ମଧ୍ୟ ଭଣ୍ଡଭାବବାଦୀମାନଙ୍କ ସମ୍ପର୍କରେ ଉତ୍ତମ କଥା କହୁଥିଲେ I