or_tn/luk/06/16.md

836 B

became a traitor

ଏହି ପରିପ୍ରେକ୍ଷୀରେ “ପ୍ରତାରକ’ ଶବ୍ଦର ଅର୍ଥ ବ୍ୟାଖ୍ୟା କରିବା ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ତାଙ୍କ ବନ୍ଧୁଙ୍କୁ ପ୍ରତାରଣା କଲେ” ବା “ତାଙ୍କର ବନ୍ଧୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲେ” (ସାଧାରଣତଃ, ପ୍ରଦତ୍ତ ଅର୍ଥର ପ୍ରତିବଦଳରେ) ବା “ଶତ୍ରୁମାନଙ୍କୁ ତାଙ୍କ ସମ୍ପର୍କରେ ଜଣାଇବା ଦ୍ୱାରା ଜଣେ ବନ୍ଧୁଙ୍କୁ ବିପଦ ଭିତରକୁ ଠେଲି ଦେବା (ଦେଖ: rc://*/ta/man/translate/figs-explicit )