or_tn/luk/06/12.md

803 B

General Information:

ଯୀଶୁ ସମସ୍ତ ରାତ୍ରି ପ୍ରାର୍ଥନା କଲା ପରେ ଦ୍ୱାଦଶ ପ୍ରେରିତଗଣଙ୍କୁ ମନୋନୀତ କଲେ I

Now it happened that in those days

କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ବାକ୍ୟାଂଶ ବ୍ୟହୃତ ହୋଇଛି I (ଦେଖ: rc://*/ta/man/translate/writing-newevent )

in those days

ସେହି ସମୟରେ ବା “ତାହା ପରେ ବେଶୀ ଦିନ ହୋଇ ନ ଥିଲା” ବା “ ଏହାର ପ୍ରାୟ ଗୋଟିଏ ଦିନ ପରେ”

he went out

ଯୀଶୁ ବାହାରି ଗଲେ