or_tn/luk/06/09.md

12 lines
1.6 KiB
Markdown

# to them
ଫାରୂଶୀମାନଙ୍କ ପ୍ରତି
# I ask you, is it lawful on the Sabbath to do good or to do harm, to save a life or to destroy it?
ଫାରୂଶୀମାନଙ୍କୁ ବାଧ୍ୟ କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନ ପଚାରିଲେ ଯେପରି ସେମାନେ ସ୍ୱୀକାର କରିବେ ଯେ ବିଶ୍ରାମବାରରେ ସେ କାର୍ଯ୍ୟ କରିବା ଠିକ ଅଟେ I ତେଣୁ ପ୍ରଶ୍ନର ଅଭିପ୍ରାୟ ହେଉଛି ପ୍ରଭାବ ବିସ୍ତାରକାରୀ: “ତଥ୍ୟ ହାସଲ କରିବା ପରିବର୍ତ୍ତେ ସେମାନେ ଯେପରି ଜାଣିଥିବା ବିଷୟକୁ ସତ୍ୟ ବୋଲି ମାନିନେବେ I ଯାହା ବି ହେଉ, ଯୀଶୁ କହନ୍ତି, “ମୁଁ ତୁମ୍ଭମାନଙ୍କୁ ପଚାରୁଅଛି,” ତେଣୁ ଏହି ପ୍ରଶ୍ନ ଅନ୍ୟ ପ୍ରଭାବ ବିସ୍ତାରକାରୀ ପ୍ରଶ୍ନଗୁଡିକ ପରି ନୁହେଁ ଯାହାକୁ ଉକ୍ତି ଭାବରେ ଅନୁବାଦ କରିବା ଆବଶ୍ୟକ ପଡିପାରେ I ଏହାକୁ ଏକ ପ୍ରଶ୍ନ ଭାବରେ ଅନୁବାଦ କରିବା ଉଚିତ ଅଟେ I (ଦେଖ: [[rc://*/ta/man/translate/figs-rquestion]] )
# to do good or to do harm
ଜଣକୁ ସାହାଯ୍ୟ କରିବା ବା ଜଣକର କ୍ଷତି କରିବା