or_tn/luk/05/35.md

612 B

But the days will indeed come when

ଶୀଘ୍ର ବା “ଦିନେ”

the bridegroom will be taken away from them

ଯୀଶୁ ନିଜକୁ ବର ସହିତ ଏବଂ ଶିଷ୍ୟମାନଙ୍କୁ ବରଯାତ୍ରୀମାନଙ୍କ ସହିତ ତୁଳନା କରୁଛନ୍ତି I ସେ ଏହି ରୂପକକୁ ବ୍ୟାଖ୍ୟା କରୁନାହାନ୍ତି, ତେଣୁ ଯଦି ଆବଶ୍ୟକ, ଅନୁବାଦଟି ଏହାର ବ୍ୟାଖ୍ୟା କରିବା ଉଚିତ I (ଦେଖ: rc://*/ta/man/translate/figs-metaphor )