or_tn/luk/05/34.md

1.4 KiB

Can anyone make ... with them?

ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ଯେପରି ଲୋକମାନେ ଗୋଟିଏ ପରିସ୍ଥିତି ସମ୍ପର୍କରେ ଭାବିବେ ଯାହା ସେମାନେ ଆଗରୁ ଜାଣିଛନ୍ତି I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରେ I ବିକଳ୍ପ ଅନୁବାଦ: “ବର ସଙ୍ଗରେ ଥିବା ବେଳେ କେହି ବରଯାତ୍ରୀମାନଙ୍କୁ ଉପବାସ କରିବାକୁ କୁହେ ନାହିଁ” (ଦେଖ: rc://*/ta/man/translate/figs-rquestion )

wedding attendants

ଅତିଥିମାନେ ବା “ବନ୍ଧୁମାନେ I” ଯେଉଁ ବ୍ୟକ୍ତି ବିବାହ କରିବାକୁ ଯାଉଛନ୍ତି, ଏହି ବନ୍ଧୁଗଣ ତାଙ୍କ ସହିତ ଉତ୍ସବ ପାଳନ କରନ୍ତି I

the wedding attendants ... fast

ଉପବାସ ଦୁଃଖର ଏକ ଚିହ୍ନ ଅଟେ I ଧାର୍ମିକ ନେତାମାନେ ବୁଝିଲେ ଯେ ବରଯାତ୍ରୀମାନେ ସେମାନଙ୍କ ସହିତରେ ବର ଥିବା ବେଳେ ଉପବାସ କରିବେ ନାହିଁ I (ଦେଖ: rc://*/ta/man/translate/figs-explicit )