or_tn/luk/05/32.md

652 B

I did not come to call the righteous, but sinners to repentance

ଯେ କେହି ଯୀଶୁଙ୍କ ଅନୁଗମନ କରିବାକୁ ଚାହେଁ ସେ ନିଜକୁ ଜଣେ ଧାର୍ମିକ ବୋଲି ନ ଭାବି ଜଣେ ପାପୀ ବୋଲି ଭାବିବା ଆବଶ୍ୟକ I

the righteous

ଏହି ନାମଧାରୀ ବିଶେଷଣକୁ ଏକ ବିଶେଷ୍ୟ ବାକ୍ୟାଂଶ ଭଳି ଅନୁବାଦ କରିହେବ I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକମାନେ” (ଦେଖ: rc://*/ta/man/translate/figs-nominaladj)