or_tn/luk/05/30.md

16 lines
1.5 KiB
Markdown

# to his disciples
ଯୀଶୁଙ୍କର ଶିଷ୍ୟମାନଙ୍କ ପ୍ରତି
# Why do you eat ... sinners?
ଯୀଶୁଙ୍କ ଶିଷ୍ୟମାନେ ପାପୀମାନଙ୍କ ସହିତ ଭୋଜନ କରିବା ବିଷୟକୁ ଫାରୂଶୀ ଓ ଶାସ୍ତ୍ରୀମାନେ ଅନୁମୋଦନ ନ କରିବା ବିଷୟ ପ୍ରକାଶ କରି ଏହି ପ୍ରଶ୍ନ ପଚାରିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାପୀମାନଙ୍କ ସହିତ ଭୋଜନ କରିବା ଉଚିତ ନୁହେଁ !” (ଦେଖ: [[rc://*/ta/man/translate/figs-rquestion]] )
# sinners
ଯେଉଁ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କଲେ ନାହିଁ ମାତ୍ର ତାହାସବୁ କଲେ ଯାହା ଅନ୍ୟମାନେ ଅତି ମନ୍ଦ ପାପ ବୋଲି ଭାବୁଥିଲେ
# you eat and drink with ... sinners
ଫାରୂଶୀ ଓ ଶାସ୍ତ୍ରୀମାନେ ବିଶ୍ୱାସ କରୁଥିଲେ ଯେ ସେମାନେ ଯେଉଁ ଲୋକମାନଙ୍କୁ ପାପୀ ବୋଲି ଗଣନା କରନ୍ତି, ଧାର୍ମିକ ଲୋକମାନେ ସେମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍ ରଖିବା ଉଚିତ I “ତୁମ୍ଭେମାନେ” ଶବ୍ଦ ବହୁବଚନରେ ରହିଛି I (ଦେଖ: [[rc://*/ta/man/translate/figs-explicit]] )