or_tn/luk/05/20.md

1.7 KiB

Seeing their faith, he said

ଏହା ବୁଝାପଡେ ଯେ ସେମାନେ ବିଶ୍ୱାସ କଲେ ଯେ ଯୀଶୁ ସେହି ପକ୍ଷାଘାତ ରୋଗୀକୁ ସୁସ୍ଥ କରିପାରିବେ I ଏହାକୁ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ ଯୀଶୁ ଧାରଣା ପୋଷଣ କଲେ ଯେ ସେ ଯେ ପକ୍ଷାଘାତ ରୋଗୀକୁ ସୁସ୍ଥ କରିପାରିବେ ଏହା ସେମାନେ ବିଶ୍ୱାସ କରିଛନ୍ତି, ସେ ତାହାକୁ କହିଲେ” (ଦେଖ: rc://*/ta/man/translate/figs-ellipsis )

Man

ଏହା ଏକ ସର୍ବସାଧାରଣ ଶବ୍ଦ ଯାହା ଲୋକମାନେ ବ୍ୟବହାର କରନ୍ତି ଯେତେବେଳେ ସେମାନେ ଜଣେ ଲୋକ ସହିତ କଥାବାର୍ତ୍ତା କରନ୍ତି ଓ ଯାହାର ନାମ ସେମାନେ ଜାଣି ନ ଥାନ୍ତି I ଏହ ରୁକ୍ଷ ନ ଥିଲା, କିନ୍ତୁ ଏହା ମଧ୍ୟ ବିଶେଷ ସମ୍ମାନ ପ୍ରଦର୍ଶନ କରି ନ ଥିଲା I କେତେକ ଭାଷା ହୁଏତ “ବନ୍ଧୁ” ବା “ମହାଶୟ” ଭଳି ଏକ ଶବ୍ଦ ବ୍ୟବହାର କରନ୍ତି I

your sins are forgiven you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ କ୍ଷମା ପାଇଲ” ବା “ମୁଁ ତୁମର ପାପସବୁ କ୍ଷମା କରୁଛି” (ଦେଖ: rc://*/ta/man/translate/figs-activepassive)