or_tn/luk/05/18.md

617 B

Now there were some men

କାହାଣୀରେ ଏମାନେ ନୂତନ ବ୍ୟକ୍ତିମାନେ I ତୁମର ଭାଷାରେ ହୁଏତ ଏମାନେ ନୂତନ ବ୍ୟକ୍ତିମାନେ ବୋଲି ଦର୍ଶାଇବା ନିମନ୍ତେ ଏକ ଶୈଳୀ ଥାଇପାରେ I (ଦେଖ: rc://*/ta/man/translate/writing-participants )

a mat

ଶୟନ କରିବା ନିମନ୍ତେ ପ୍ୟାଡ଼ ବା ଶଯ୍ୟା ବା ଷ୍ଟ୍ରେଚର

was paralyzed

ନିଜେ ଆପେ ହଲଚଲ ହୋଇପାରୁ ନ ଥିଲା