or_tn/luk/05/15.md

972 B

the report about him

ଯୀଶୁଙ୍କ ବିଷୟକ କଥା I ଏହାର ଅର୍ଥ ହୁଏତ “କୁଷ୍ଠରୋଗରେ ଆକ୍ରାନ୍ତ ଜଣେ ଲୋକକୁ ଯୀଶୁ ସୁସ୍ଥ କରିବା ସମ୍ପର୍କରେ ବିବରଣ” ବା “ଯୀଶୁ ଲୋକମାନଙ୍କୁ ସୁସ୍ଥ କରିବା ସମ୍ପର୍କରେ ବିବରଣ I”

the report about him spread even farther

ତାଙ୍କ ବିଷୟରେ ବିବରଣୀ ଆହୁରି ଅଧିକ ବ୍ୟାପୀ ଗଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଅନ୍ୟ ସ୍ଥାନଗୁଡିକରେ ତାଙ୍କ ସମ୍ପର୍କୀୟ ବିବରଣୀ କହିବାକୁ ଲାଗିଲେ” (ଦେଖ: rc://*/ta/man/translate/figs-activepassive )