or_tn/luk/05/13.md

733 B

Be clean

ଏହା ବିଧିଜନିତ ଶୁଚିକରଣକୁ ସୂଚାଏ, କିନ୍ତୁ ଏହା ବୁଝାପଡେ ଯେ ସେ କୁଷ୍ଠରୋଗ ହେତୁ ଅଶୁଚି ଅଟେ I ସେ ପ୍ରକୃତରେ ତାକୁ ତା’ର ରୋଗରୁ ସୁସ୍ଥ କରିବା ପାଇଁ ଯୀଶୁଙ୍କୁ ନିବେଦନ କରୁଛି I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରି ହେବ I ବିକଳ୍ପ ଅନୁବାଦ: “ଶୁଚି ହୁଅ” (ଦେଖ :rc://*/ta/man/translate/figs-explicit)

the leprosy left him

ତାହାଠାରେ ଆଉ କୁଷ୍ଠରୋଗ ରହିଲା ନାହିଁ