or_tn/luk/05/10.md

957 B

partners with Simon

ତାଙ୍କର ମାଛ ବ୍ୟବସାୟରେ ପିତରଙ୍କ ଅଂଶୀଦାରମାନେ

you will be catching men

ମାଛ ଧରିବା ଚିତ୍ରକୁ ଏକ ରୂପକ ଭାବରେ ବ୍ୟବହାର କରାଯାଇଛି ଯାହା ଖ୍ରୀଷ୍ଟଙ୍କୁ ଅନୁସରଣ କରିବା ନିମନ୍ତେ ଲୋକମାନଙ୍କୁ ସଂଗ୍ରହ କରିବା କାର୍ଯ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମେ ଲୋକମାନଙ୍କୁ ଧରିବାର କାର୍ଯ୍ୟ କରିବ” ବା ""ମୋ ନିମନ୍ତେ ତୁମେ ଲୋକମାନଙ୍କୁ ଏକତ୍ର କରିବ"" ବା “ମୋହର ଶିଷ୍ୟ ହେବା ନିମନ୍ତେ ତୁମେ ଲୋକମାନଙ୍କୁ ଆଣିବ” (ଦେଖ: rc://*/ta/man/translate/figs-metaphor)