or_tn/luk/04/34.md

8 lines
1.2 KiB
Markdown

# What do we have to do with you
ଏହି କଳହସୃଷ୍ଟିକାରୀ ପ୍ରତ୍ୟୁତ୍ତର ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ: “ଆମ ମଧ୍ୟରେ ସାଧାରଣ ବିଷୟ କ’ଣ ଅଟେ?” ବା “ଆମକୁ ବ୍ୟତିବ୍ୟସ୍ତ କରିବା ନିମନ୍ତେ ତୁମର କି ଅଧିକାର ଅଛି ?” (ଦେଖ: [[rc://*/ta/man/translate/figs-idiom]])
# What do we have to do with you, Jesus of Nazareth?
ଏହି ପ୍ରଶ୍ନକୁ ଏକ ଉକ୍ତି ଭାବରେ ଲେଖାଯାଇ ପାରିବ I ବିକଳ୍ପ ଅନୁବାଦ: “ନାଜରିତର ଯୀଶୁ, ଆମ ସହିତ ତୁମର କି କାର୍ଯ୍ୟ ଅଛି !” ବା ନାଜରିତର ଯୀଶୁ, ତୁମ ସହିତ ଆମର କୌଣସି କାରବାର ନାହିଁ !” ବା “ନାଜରିତର ଯୀଶୁ, ଆମକୁ ବ୍ୟତିବ୍ୟସ୍ତ କରିବା ନିମନ୍ତେ ତୁମର କୌଣସି ଅଧିକାର ନାହିଁ !” (ଦେଖ: [[rc://*/ta/man/translate/figs-rquestion]])