or_tn/luk/04/33.md

783 B

Now ... there was a man

କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ପ୍ରଦାନକୁ ଚିହ୍ନିତ କରିବା ପାଇଁ ଏହି ପଦଟି ବ୍ୟବହୃତ ହୋଇଛି; ଏ କ୍ଷେତ୍ରରେ, ଭୂତାତ୍ମାବିଷ୍ଟ ଜଣେ ଲୋକ I (ଦେଖ: rc://*/ta/man/translate/writing-participants)

who had the spirit of an unclean demon

ଯିଏ ଏକ ଅଶୁଚି ଭୂତାତ୍ମା ଦ୍ୱାରା ଆବିଷ୍ଟ ଥିଲା ବା “ଏକ ମନ୍ଦ ଆତ୍ମା ଦ୍ୱାରା ନିୟନ୍ତ୍ରିତ ହୋଇଥିଲା”

he cried out with a loud voice

ସେ ଉଚ୍ଚସ୍ୱରରେ ଚିତ୍କାର କଲା