or_tn/luk/04/26.md

657 B

to Zarephath ... to a widow woman

ଶାରିଫତରେ ରହୁଥିବା ଲୋକମାନେ ବିଜାତୀୟ ଥିଲେ, ଯିହୂଦୀ ନ ଥିଲେ I ଯୀଶୁଙ୍କ କଥା ଶୁଣୁଥିବା ଲୋକମାନେ ବୁଝି ପାରିଥିବେ ଯେ ଶାରିଫତର ଲୋକମାନେ ବିଜାତୀୟ ଥିଲେ I ବିକଳ୍ପ ଅନୁବାଦ: ଶାରିଫତରେ ବାସ କରୁଥିବା ଜଣେ ବିଜାତିୟା ବିଧବା ନିକଟକୁ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/translate-names]])